Warning: The magic method Vc_Manager::__wakeup() must have public visibility in /home/bgnwebho/public_html/jajpurnews.com/wp-content/plugins/js_composer/include/classes/core/class-vc-manager.php on line 203

Warning: Cannot modify header information - headers already sent by (output started at /home/bgnwebho/public_html/jajpurnews.com/wp-content/plugins/js_composer/include/classes/core/class-vc-manager.php:203) in /home/bgnwebho/public_html/jajpurnews.com/wp-content/plugins/jnews-weather/class.jnews-weather.php on line 70

Warning: Cannot modify header information - headers already sent by (output started at /home/bgnwebho/public_html/jajpurnews.com/wp-content/plugins/js_composer/include/classes/core/class-vc-manager.php:203) in /home/bgnwebho/public_html/jajpurnews.com/wp-includes/feed-rss2.php on line 8
Politics – Jajpur NEWS https://www.jajpurnews.com Jajpurnews Thu, 19 Aug 2021 17:48:16 +0000 en-US hourly 1 https://wordpress.org/?v=6.9.4 https://www.jajpurnews.com/wp-content/uploads/2022/06/cropped-png-logo-32x32.png Politics – Jajpur NEWS https://www.jajpurnews.com 32 32 ଦୁଇ ବର୍ଷ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହେଲା ଭାରତ https://www.jajpurnews.com/2021/06/03/jatisangara-asthayi-sadasya-hela-india/ https://www.jajpurnews.com/2021/06/03/jatisangara-asthayi-sadasya-hela-india/#respond Thu, 03 Jun 2021 07:54:00 +0000 http://jajpurnews.com/2021/05/01/free-online-courses-top-50-sites-to-get-educated-for-free/ ୱାଶିଂଟନ୍: ବୁଧବାର ଦୁଇ ବର୍ଷ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି ଭାରତ। ଜାତିସଂଘ ସାଧାରଣ ପରିଷଦର ୧୯୩ ଜଣ ସଦସ୍ୟଙ୍କ ମଧ୍ୟରୁ ୧୮୪ ରାଷ୍ଟ୍ରର ଭୋଟ୍‌ ପାଇବା ପରେ ଭାରତ ନିର୍ବାଚିତ ‌ହୋଇଛି। ବୁଧବାର ହୋଇଥିବା ସୁରକ୍ଷା ପରିଷଦ ସଦସ୍ୟତା ଲାଗି ଅନୁଷ୍ଠିତ ନିର୍ବାଚନରେ  ଭାରତ ସହିତ ଆୟର୍‌ଲ୍ୟାଣ୍ଡ୍‌, ମେକ୍ସିକୋ ଏବଂ ନରୱେ ମଧ୍ୟ ବିଜୟୀ ହୋଇଛନ୍ତି। ଭାରତ ୧୮୪ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ପରାଜିତ ହୋଇଛି କାନାଡା। ମତଦାନ କରିଥିବା ସଦସ୍ୟମାନେ ମିଶି ଭାରତକୁ ୨୦୨୧-୨୨ ବର୍ଷ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ କରିଛନ୍ତି।

ଆସନ୍ତା ଜାନୁଆରି ୧ ତାରିଖରୁ ନେଇ ଦୁୁଇ ବର୍ଷ ଭାରତ ଏହି ଶକ୍ତିଶାଳୀ ଆସନରେ ବିରାଜମାନ କରିବ। ଭାରତ ସହିତ ୫ ସ୍ଥାୟୀ ସଦସ୍ୟ ଚୀନ, ଫ୍ରାନ୍ସ, ରୁଷିଆ, ଇଂଲଣ୍ଡ ଏବଂ ଆମେରିକା ମଧ୍ୟ ରହିବେ। ଏହି ଦେଶଗୁଡ଼ିକ ବ୍ୟତୀୟ ଅନ୍ୟ ଅସ୍ଥାୟୀ ସଦସ୍ୟ ଇଷ୍ଟୋନିଆ, ନାଇଜର୍‌, ସେଣ୍ଟ୍‌ ଭିସେଣ୍ଟ୍‌, ଗ୍ରେନାଡିନ୍‌ସ, ଟୁନିସିଆ ଏବଂ ଭିଏତନାମା ମଧ୍ୟ ରହିବେ। ଉଲ୍ଲେଖଯୋଗ୍ୟ, ବେଲ୍‌ଜିୟମ୍‌, ଡୋମିନିକାନ୍‌ ରିପବ୍ଲିକ୍‌, ଜର୍ମାନୀ, ଇଣ୍ଡୋନେସିଆ ଏବଂ ଦକ୍ଷିଣ ଆଫ୍ରିକା ଆଦି ଦେଶମାନଙ୍କର ୨ ବର୍ଷିଆ କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ହୋଇଯିବ।

]]>
https://www.jajpurnews.com/2021/06/03/jatisangara-asthayi-sadasya-hela-india/feed/ 0