Warning: The magic method Vc_Manager::__wakeup() must have public visibility in /home/bgnwebho/public_html/jajpurnews.com/wp-content/plugins/js_composer/include/classes/core/class-vc-manager.php on line 203

Warning: Cannot modify header information - headers already sent by (output started at /home/bgnwebho/public_html/jajpurnews.com/wp-content/plugins/js_composer/include/classes/core/class-vc-manager.php:203) in /home/bgnwebho/public_html/jajpurnews.com/wp-content/plugins/jnews-weather/class.jnews-weather.php on line 70

Warning: Cannot modify header information - headers already sent by (output started at /home/bgnwebho/public_html/jajpurnews.com/wp-content/plugins/js_composer/include/classes/core/class-vc-manager.php:203) in /home/bgnwebho/public_html/jajpurnews.com/wp-includes/feed-rss2.php on line 8
Visit – Jajpur NEWS https://www.jajpurnews.com Jajpurnews Thu, 03 Jun 2021 12:09:37 +0000 en-US hourly 1 https://wordpress.org/?v=7.0 https://www.jajpurnews.com/wp-content/uploads/2022/06/cropped-png-logo-32x32.png Visit – Jajpur NEWS https://www.jajpurnews.com 32 32 ସରକାରୀ ମୁଖ୍ୟ ସଚେତକ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ବନ୍ୟାଂଚଳ ଗସ୍ତ https://www.jajpurnews.com/2021/06/03/banyanchala-gasta/ https://www.jajpurnews.com/2021/06/03/banyanchala-gasta/#respond Thu, 03 Jun 2021 07:54:00 +0000 http://jajpurnews.com/2021/04/28/why-you-shouldnt-listen-to-music-while-studying/ ବିଂଝାରପୁର ବ୍ଲକ ର କଲ୍ୟାଣପୁର ଓ ରଣପୁର ପଂଚାୟତରେ ବନ୍ୟା ପରିସ୍ଥିତି ଗମ୍ଭୀର ସ୍ଥିତିରେ ରହିଚ୍ଥି । ଶନିବାର ପୂର୍ବାହ୍ନରେ ସରକାରୀ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଏହି ଦୁଇ ପଂଚାୟତର ଜଳବନ୍ଦୀରେ ରହିଥିବା ବିଭିନ୍ନ ଗ୍ରାମକୁ ପରିଦର୍ଶନ କରିଥିଲେ । କଲ୍ୟାଣପୁର ପଂଚାୟତର ଇଚ୍ଚ୍ଥାପୁର ଓ ସମଲପୁର ଗ୍ରାମ ମଧ୍ୟରେ ପାଣି ପଶିଯାଇଥିବାରୁ ଲୋକ ମାନଙ୍କର ଦୁର୍ଦ୍ଦଶାକୁ ଉଭୟ ବିଧାୟିକା ଓ ଅତିରିକ୍ତ ଜିଲ୍ଲାପାଳ ଡଙ୍ଗା ମାଧ୍ୟମରେ ଯାଇ ଅନୁଧ୍ୟାନ କରିଥିଲେ । ପରେ ରଣପୁର ପଂଚାୟତର କଣ୍ଟିପୁର ଗ୍ରାମର ବିଭିନ୍ନ ଅଂଚଳ, ଲୁଣିଡିହ, କୁମ୍ଭାରସାହି, ଘାଇକୂଳ, ରଣପୁର, ବଟେଶ୍ୱର ଇତ୍ୟାଦି ଅଂଚଳକୁ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ଅତ୍ୟାବଶ୍ୟକୀୟ ପାଇଁ ଚୁଡା ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲାପାଳ ୩ ଦିନ ପାଇଁ ରିଲିପଂ ଘୋଷଣା କରିଥିବାରୁ ତାହା ବଣ୍ଟନ କରାଯାଉଚ୍ଥି ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେବା ସହ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନର ବ୍ୟବସ୍ଥା ହୋଇଚ୍ଥି ବୋଲି କହିଥିଲେ । ସେହିପରି ଗୋ-ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଚ୍ଥି । କ୍ଷତିଗ୍ରସ୍ତ ଲୋକ ମାନଙ୍କର ତାଲିକା ପ୍ରସ୍ତୁତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଅତିରିକ୍ତ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ । ବର୍ତମାନ ସଂପୂର୍ଣ୍ଣ ଅଂଚଳ ଜଳମଗ୍ନ ହୋଇଯାଇଥିବାରୁ ଗୋରୁଗାଈ ମାନଙ୍କର ଖାଦ୍ୟର ଅଭାବ ରହିଚ୍ଥି । ତେଣୁ ଗୋ-ଖାଦ୍ୟ ପରିମାଣ ବୃଦ୍ଧି ପାଇଁ ମୁଖ୍ୟ ସଚେତକ ପରାମର୍ଶ ଦେବା ସହ ପ୍ରଶାସନ କ୍ଷତିଗ୍ରସ୍ତ ମାନଙ୍କର ସଠିକ ଅନୁଧ୍ୟାନ ପୂର୍ବକ ଯଥାଶିଘ୍ର ସହାୟତା ଯୋଗାଇ ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।

]]>
https://www.jajpurnews.com/2021/06/03/banyanchala-gasta/feed/ 0