କନ୍ଧମାଳ-କଳାହାଣ୍ଡି ସୀମାନ୍ତ ବାଲିଗୁଡ଼ାରେ ହୋଇଥିବା ଏନକାଉଣ୍ଟରରେ ୪ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ଆଜି ଧୁସେରି ଜଙ୍ଗଲରେ ଓଡିଶା ପୋଲିସର ଏସଓଜି ଓ ଡିଭିଏଫ ଯବାନ ସହିତ ସିପିଆଇ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ତେବେ ବେଲଘର ଥାନା ଅଧୀନସ୍ଥ ଭଣ୍ଡରଙ୍ଗୀ ପଞ୍ଚାୟତ ଅଂଚଳରେ ଏନକାଉଣ୍ଟର କରାଯିବାରୁ ୪ ଜଣ ମାଓବାଦୀ ମୃତ୍ୟୁବରଣ କରିଥିଲେ। ଏହି ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଖବର ଅନ୍ୟଯାୟୀ ଏବେ ସିର୍କି ଓ ଗୁମ ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।
Een Praktische Gids voor Online Gokken in 2026
Stel je voor: je zit comfortabel op je bank, met een drankje binnen handbereik en je bent klaar om de...
Read more