ବଡଚଣା, ୧୯/୦୯/୨୦ – ବଡଚଣା ବିଜେପି ଯୁବମୋର୍ଚ୍ଚା ତରଫରୁ ଯୁବନେତା ବାବାଜୀ ଜେନାଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଜନ୍ମ ଦିନ ଉପଲକ୍ଷେ ମଝିପଡା଼ ପଞ୍ଚାୟତ ଚଣ୍ଡୀଆ ଗ୍ରାମ ଠାରେ ବୃକ୍ଷ ରୋପଣ ,ସ୍ୱଚଭାରତ ଜରିଆରେ ସଫେଇ କାର୍ଯ୍ୟ ଏବଂ ଛୋଟ ପିଲାମାନଙ୍କୁ ବିସ୍କୁଟ ବଣ୍ଟନ କରାଗଲା ଏଥିରେ ଯୁବମୋର୍ଚ୍ଚାର ସଦସ୍ୟ -ପ୍ରକାଶ ପ୍ରଧାନ,ଜ୍ୟୋତିପ୍ରକାଶ ଜେନା,ପ୍ରଦ୍ୟୁମ୍ନ ଜେନା,ଜ୍ଞାନରଂଜନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ |
The Rise of Online Gambling: A Data-Driven Perspective for 2026
Online gambling in Australia is soaring to unprecedented heights, with industry revenues projected to exceed $4 billion by the end...
Read more